35.1 C
Odisha
Sunday, March 1, 2026
Homeଜାତୀୟ ଖବରକୃତିବାସ ପାତ୍ର ଙ୍କ ଦ୍ୱାଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ !

କୃତିବାସ ପାତ୍ର ଙ୍କ ଦ୍ୱାଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ !

କେନ୍ଦ୍ରାପଡ଼ା : ଅଦ୍ୟ ତା 17/02/26(ସମୀର ଡିଜିଟାଲ ଲାଇଭ ନିୟୁଜ )
ଦିବଂଗତ କୃତିବାସ ପାତ୍ରଙ୍କ ଦ୍ଵାଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି!
ଆୟୋଜିତ ସଭାର ସଭାପତିତ୍ବ କରୁଥିଲେ ସମାଜ ସେବୀ କୈଳାଶ ଚନ୍ଦ୍ର ମହାନ୍ତି! ଏହି ସଭା କୁ ରାଜନଗର ବ୍ଲକ ର ଅଧକ୍ଷା ପ୍ରତିଭା ପାତ୍ର ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ!! ସଭାରେ ଉପସ୍ଥିତ ଥିଲେ ବିଧାୟକ ରାଜନଗର ଶ୍ରୀଯୁକ୍ତ ଧ୍ରୁବ ଚରଣ ସାହୁ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ଅଲେଖ କୁମାର ଜେନା,ପୂର୍ବତନ ସାଂସଦ ଅର୍ଚନା ନାୟକ,ପ୍ରଦୀପ ମାଝୀ.ସମାଜସେବୀ କୃପାସିନ୍ଧୁ ସାମଲ, ଡ଼କ୍ଟର ଅଭୟ ପାତ୍ର, ଡ଼କ୍ଟର ଧରଣୀଧର ରାଉତ, ଡ଼କ୍ଟର କେଳୁଚରଣ ସ୍ୱାଇଁ ଏବଂ ମାନସ ପରିଡା ପ୍ରମୁଖ ଉପସ୍ଥିତ ଥିଲେ.ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ, ରଶ୍ମି ରଞ୍ଜନ ରାଉତ,ଜିଲ୍ଲା ପରିଷଦ ଅଧକ୍ଷା ଲିଳିତା ଦାସ, ନାରୀନେତ୍ରୀ ରୋଶନା ସାହୁ, ସରିତା ସାହୁ, ରିଜୁଆନା ବେଗମ, ଅଧ୍ୟାପିକା ଭଗବତୀ ରାଉତ,ଯୁବନେତା ଅରୁଣ ସାହୁ,କୈଳାସ ପରିଡା, ଦିଲ୍ଲୀପ ପାତ୍ର, ହିରଣ୍ୟ ପଣ୍ଡା, ଆଲୋକ ସାହୁ, ପ୍ରଶାନ୍ତ ରାଉତ, ସୁରେଶ ସାହୁ,ଭରତ ରାଉତ, ନିରାକାର ସାହୁ, ନିଶିକାନ୍ତ ପ୍ରଧାନ, ଅମର ରାଉତ, ନିରାକାର ସ୍ୱାଇଁ, ମୁକେଶ ପାତ୍ର, ନଳିନୀକାନ୍ତ ସ୍ୱାଇଁ ଏବଂ ଜିଲ୍ଲା ସଭାପତି ଶିବ ପ୍ରସାଦ ଭଳ, ବ୍ଲକ ସଭାପତି ନିରଞ୍ଜନ ରାଉତ, ସରପଞ୍ଚ ଅଶୋକ ମହାନ୍ତି, ପ୍ରମୋଦ ପ୍ରଧାନ. ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଅଧକ୍ଷ ହେମନ୍ତ ସାହୁ ଯୁବନେତା ବିକ୍ରମ ବାରିକ, ସହଦେଵ ସାହୁ,ବରିଷ୍ଠ ନେତା ସନ୍ତୋଷ ମହାନ୍ତି! ରାଜ୍ୟ ଛାତ୍ର ଏବଂ ଯୁବ ବିଜେଡି ର କର୍ମକର୍ତା ବୈବ୍ରତ ନାରାୟଣ ବିଶ୍ୱାଳ, ରାଜେଶ ରାଜ ସ୍ୱାଇଁ, ମିକୁ ପ୍ରଧାନ, ପ୍ରଦୋଷ ପରିଡା, ଲୋହିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ.ଅନ୍ୟ ମାନଙ୍କ ମଧ୍ୟରେ ଭାଇ ରମେଶ ପାତ୍ର, ମାଧବାନନ୍ଦ ରାଉତ, ସୁରେଶ ବେହେରା, ଜୁମରେନ୍ଦ୍ର ନାୟକ, ଉମେଶ ସ୍ୱାଇଁ, ଅମରେଶ ପାତ୍ର,ଅଲେଖ ପାତ୍ର, ଦିଲ୍ଲୀପ ପାତ୍ର, ତରୁଣ ପାତ୍ର ଏବଂ ପୁତୁରା ଜ୍ଞାନ ରଞ୍ଜନ ପାତ୍ର,ବିଶ୍ୱ ରଞ୍ଜନ ପାତ୍ର, ନିହାର, ଚନ୍ଦନ, ମନୋଜ, ମିକୁନ, ସିପୁନ ଉପସ୍ଥିତ ଥିଲେ.ଆଡ଼ଭୋକେଟ ପ୍ରସନ୍ନ ରାଉତରାୟ, ଜ୍ୱାଇଁ ବିଚିତ୍ର ସାହୁ, ବିଦୁଭୂଷଣ ରାଉତ, ସାମ୍ବାଦିକ ଶ୍ରୀଯୁକ୍ତ ଅନିରୁଦ୍ଧ ସେଠୀ, ସମୀର କୁମାର ପ୍ରଧାନ,ପତିତପାବନ ଭଦ୍ର, ଅକ୍ଷୟ ସାହୁ, ଜଗନ୍ନାଥ ଦାସ, ଭାସ୍କର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ.ସମାଜ ସେବୀ ନଳିନୀ କାନ୍ତ ସ୍ୱାଇଁ,ଯୁବନେତା ରାଜେଶ ପଣ୍ଡା ମଞ୍ଚପରିଚାଳନା ରେ ସହଯୋଗ କରିଥିଲେ. ତାଙ୍କ ସୁପୁତ୍ର ଦେବାଶିଷ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ!କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ସମୀର ଡିଜିଟାଲ ଲାଇଭ ନିୟୁଜ!!

ସମ୍ପର୍କିତ ଲେଖାଗୁଡ଼ିକ

LEAVE A REPLY

Please enter your comment!
Please enter your name here

ସବୁଠାରୁ ଲୋକପ୍ରିୟ

ସମ୍ପ୍ରତିକ ମତାମତ

Translate »